Jokes

❣️❣️❣️❣️❣️❣️❣️❣️❣️❣️❣️

1) ଏକ ବିଦ୍ୟାଳୟରେ ଜଣେ ନୂଆ ଶିକ୍ଷକ join କଲେ😊

ଶିକ୍ଷକ :- ପିଲାମାନେ ତୁମମାନଙ୍କର ନାମ ଏବଂ hobby କୁହ।

ପ୍ରଥମ ବାଳକ :- ମୋ ନାମ ଭଗବାନ ଏବଂ ମୋ hobby ହେଉଛି ଜହ୍ନ ଦେଖିବା।

ଦ୍ୱିତୀୟ ବାଳକ :- ମୋ ନାମ ଟିପୁ। ମୋ hobby ହେଉଛି ଜହ୍ନ ଦେଖିବା।

ତୃତୀୟ ବାଳକ :- ମୋ ନାମ କେମ୍ପା। ମୋ hobby ହେଉଛି ଜହ୍ନ ଦେଖିବା।

ଶିକ୍ଷକ :-ବାଃ…ବହୁତ ଭଲ 👏 ତମ ସମସ୍ତଙ୍କର hobby ଏକାପ୍ରକାରର। ହଉ ଏବେ ଝିଅମାନଙ୍କର ପାଳି।😜😝

ପ୍ରଥମ ଝିଅ :- Hello ସାର, ମୋ ନାମ ଜହ୍ନ।

ଏହା ଶୁଣି ଶିକ୍ଷକ shocked ଆଉ ପିଲାମାନେ rocked 🤘🤘🤘
2) ଏକ ଅଙ୍ଗନୱାଡି ଖାଇବା କେନ୍ଦ୍ରରେ ଏକ ଝୁଡ଼ିରେ ସେଓ ଥିଲା ଏବଂ ସେଥିରେ ଲେଖାଥିଲା ଯେ ଗୋଟିଏରୁ ଅଧିକା ସେଓ ନିଅ ନାହିଁ ଭଗବାନ ଦେଖୁଛନ୍ତି।

ଅନ୍ୟ ଏକ ଜାଗାରେ ଏକ ବଡ ଡ଼ବାରେ ଚକୋଲେଟ ଫୁଲହୁଇଥିଲା। ଗୋଟେ ଛୁଟ ପିଲା ସେଠାକୁ ଗଲା ଏବଂ ଡ଼ବାରେ ଲେଖିଲା ଯେତେ ଚାହିଁବ ସେତେ ଚକଲଟେ ନେଇପାରିବ କାରଣ ଭଗବାନ ସେଓ ଜଗିବାରେ ବ୍ୟସ୍ତ ଅଛନ୍ତି।

NEVER ACT SMART WITH TODAY’S 

GENERATION…..!!!😝😝
3) ପୁଅ – ବାପା ତୁମର କେତେଗୋଡେ ବାଳ ପାଚିଯାଇଛି କାହିଁକି ???

ବାପା – ତୁ ମତେ ସବୁବେଳେ ଦୁଖଃରେ ରଖୁଥିବାରୁ ମୋର ଏଭଳି ଅବସ୍ଥା।

ପୁଅ – ଓଃ ଏବେ ବୁଝିଲି ଜେଜେବାପାଙ୍କର ସବୁ ବାଳ କାହିଁକି ପାଚିଯାଇଛି !!!!🤓🤓

Moral – Don’t be over smart😥😥
4) ପୁଅ – ମମି, ଗାନ୍ଧିଜୀଙ୍କର ମୁଣ୍ଡରେ କାହିଁକି ଚୁଟି ନାହିଁ ???

ମମି – ସେ ସବୁବେଳେ ସତ କହୁଥିବାରୁ…..

ପୁଅ – ଓହୋ ! ଏବେ ମୁଁ ବୁଝିଲି ଝିଅମାନଙ୍କର କାହିଁକି ଏତେ ଲମ୍ବା ଚୁଟି ଥାଏ……😯😯
5) ଶିକ୍ଷକ – ତୁମ ବାପାଙ୍କର କେତେ ବୟସ ?

ବାଳକ – ତାଙ୍କର 6 ବର୍ଷ।

ଶିକ୍ଷକ – କ’ଣ ?? ଏହା କେମିତି ସମ୍ଭବ ???

ବାଳକ – ମୁଁ ଯେତେବେଳେ ଜନ୍ମ ହେଲି ସେ ସେତେବେଳେ ହିଁ ବାପା ହେଲେ। ତେଣୁ ତାଙ୍କର 6 ବର୍ଷ।

Logic!!👌😳
ସାଙ୍ଗମାନେ ଏକଲା ହସନାହିଁ , ନିଜ ସାଙ୍ଗମାନଙ୍କୁ share କରି ସେମାନଙ୍କୁ ବି ହସାଅ। 

❣️❣️❣️❣️❣️❣️❣️❣️❣️❣️❣️

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out / Change )

Twitter picture

You are commenting using your Twitter account. Log Out / Change )

Facebook photo

You are commenting using your Facebook account. Log Out / Change )

Google+ photo

You are commenting using your Google+ account. Log Out / Change )

Connecting to %s