Shaveing rule & regulations

ହିନ୍ଦୁ ଶାସ୍ତ୍ର ଅନୁସାରେ ଖିଅର ହେବାକୁ ନେଇ ଗୁଡ଼ାଏ ନିୟମ ରହିଛି। କେଉଁ ଦିନ ଖିଅର ହେଲେ କ’ଣ କ୍ଷତି ହୋଇଥାଏ ଏବଂ କେଉଁ ଦିନମାନଙ୍କରେ ଖିଅର ହେବା ଉଚିତ ଏହି ସମସ୍ତ କଥା ଶାସ୍ତ୍ରରେ ଉଲ୍ଳେଖ କରାଯାଇଛି। 

ରବିବାର: ରବିବାର ଦିନ ଖିଅର ହେଲେ ଦୁଃଖ ପ୍ରାପ୍ତି ହୋଇଥାଏ।

ସୋମବାର: ସୋମବାର ଦିନ ଖିଅର ହେବା ବ୍ୟକ୍ତି ପାଇଁ ଭଲ। ଏହି ଦିନ ଖିଅର ହେବାରେ କୌଣସି ବାରଣ ନାହିଁ।

ମଙ୍ଗଳବାର: ମଙ୍ଗଳବାର ଦିନ ଖିଅର ହେଲେ ଆୟୁଷ ହାନୀ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

ବୁଧବାର: ବୁଧବାର ଦିନ ଖିଅର ହେଲେ ଆତ୍ମଶକ୍ତି ବୃଦ୍ଧି ପାଇଥାଏ।

ଗୁରୁବାର: ଗୁରୁବାର ହେଉଛି ମାଆ ଲକ୍ଷ୍ମୀଙ୍କ ବାର। ତେଣୁ ଗୁରୁବାର ଦିନ ଖାଲି ଖିଅର ନୁହେଁ ବରଂ ନଖ କାଟିଲେ, କେଶ ସଫା କଲେ, ଘର ଛାଡ଼ିଲେ ମଧ୍ୟ ଅର୍ଥହାନୀ ଘଟିଥାଏ।

ଶୁକ୍ରବାର: ଆପଣ ଯଦି ଆପଣଙ୍କ ବାପାଙ୍କର ବଡ଼ ପୁଅ ହୋଇଥାନ୍ତି ତେବେ ଭୁଲ୍‌ରେ ବି ଶୁକ୍ରବାର ଖିଅର ହୁଅନ୍ତୁ ନାହିଁ। ବାପାଙ୍କୁ କ୍ଷତି ହୋଇଥାଏ।

ଶନିବାର: ଶନିବାର ଖିଅର ହେଲେ ଗ୍ରହ ମାଡ଼ି ଆସେ। ଏହି ଦିନ ଆଦୌ ଖିଅର ହୁଅନ୍ତୁ ନାହିଁ। 

ଏହାଛଡ଼ା ବାପା ପୁଅ ସାଙ୍ଗ ହୋଇ ଗୋଟାଏ ଦିନରେ ଖିଅର ହେବାକୁ ଶାସ୍ତ୍ର ବାରଣ କରିଛି। ଅମାବାସ୍ୟା, ସଂକ୍ରାନ୍ତି ଓ ପ୍ରତିପଦାରେ ମଧ୍ୟ ଖିଅର ହେବା ମନା।

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out / Change )

Twitter picture

You are commenting using your Twitter account. Log Out / Change )

Facebook photo

You are commenting using your Facebook account. Log Out / Change )

Google+ photo

You are commenting using your Google+ account. Log Out / Change )

Connecting to %s